https://kanaknews.com/3-scientists-share-nobel-physics-prize/
ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ରୋଜର ପେନରୋଜ, ରେନହାର୍ଡ ଗେନଜେଲ, ଆଣ୍ଡ୍ରିଆ ଗେଜଙ୍କୁ ମିଳିବ ନୋବେଲ ।